ପଙ୍ଗପାଳକୁ ନେଇ ଚିନ୍ତାରେ ଚାଷୀ, ହେଲେ ଏଠି ପଙ୍ଗପାଳ ଧରି ସରକାରଙ୍କୁ ଦେଲେ ମିଳିବ କିଲୋ ପିଛା ୨୦ ଟଙ୍କା
ପଙ୍ଗପାଳ ଆକ୍ରମଣରେ ଭାରତ ଏବଂ ପାକିସ୍ତାନ ଅସୁବିଧାରେ ପଡିଛନ୍ତି। ପାକିସ୍ତାନରୁ ଭାରତକୁ ପ୍ରବେଶ କରୁଥିବା ପଙ୍ଗପାଳ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଫସଲକୁ ନଷ୍ଟ କରୁଛନ୍ତି । ...