Browsing Tag

Lord Jagannath

ଆଜି ବାହୁଡା ଯାତ୍ରା, ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀକୁ ଯାତ୍ରା କରିବେ ପ୍ରଭୁ ଜଗନ୍ନାଥ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଦଶମୀ। ନଅ ଦିନର ଲୀଳାଖେଳା ସାରି ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରିବେ ଜଗତ ଠାକୁର ଜଗନ୍ନାଥ । ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଡ ଭାଇ ବଳଭଦ୍ର ପରେ ଗୁଣ୍ଡିଚା ଘରୁ ପହଣ୍ଡିରେ ବାହାରିଥିଲେ ଦେବୀ ସୁଭଦ୍ରା । ଭାଇ…