Browsing Tag

man commits suicide

ନବରଙ୍ଗପୁରରେ ଚାଞ୍ଚଲ୍ୟ, ପୁଅକୁ ହତ୍ୟା କରିବା ପରେ ବାପାର ଆତ୍ମହତ୍ୟା

ଭୁବନେଶ୍ୱର: ନିଜ ପୁଅକୁ ହତ୍ୟା କରିବା ପରେ ଶେଷରେ ଝୁଲିଗଲା ବାପା । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଚଚା ପଞ୍ଚାୟତ ଅର୍ଜୁନ ଗୁଡ଼ା ଗାଁରେ। କୌଣସି ଏକ କାରଣକୁ ନେଇ ପୀତବାସ ଭତ୍ରା ଗତ ରାତ୍ରିରେ ଅତ୍ୟଧିକ ମଦ ପିଇ ନିଜ ସ୍ତ୍ରୀ ସହ ପ୍ରଥମେ ଝଗଡା କରିଥିଲା । ଝଗଡା ପରେ ସ୍ତ୍ରୀ ବିମଳା ଘର…