Browsing Tag

Mayurbhanj district

ନାବାଳକକୁ ଟାଙ୍ଗିଆରେ ହାଣି ହତ୍ୟା : ୨ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ନାବାଳକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ | ଛଟପଟ ହୋଇ ଚାଲିଗଲା ଜୀବନ | ଏଭଳି ଲୋମହର୍ଷଣକାରୀ ଓ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ | ସୂଚନା ଅନୁସାରେ, ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ | ମୃତକ…

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି…

‘ୟାସ’ ପ୍ରଭାବିତ ୮ ଟି ଜିଲ୍ଲାରେ ରାସ୍ତା ଅବରୋଧ ହଟିଲା

ଭୁବନେଶ୍ୱର : ବାତ୍ୟା 'ୟାସ'ର ତାଣ୍ଡବରେ ପ୍ରଭାବିତ ୮ ଜିଲ୍ଲା | ବାଲେଶ୍ୱର , ଭଦ୍ରକ , ମୟୁରଭଞ୍ଜ, କେଉଁଝର, କେନ୍ଦ୍ରାପଡା, ଯାଜପୁର, କଟକ ଓ ଜଗସିଂପୁର ଜିଲ୍ଲା ପ୍ରଳୟଙ୍କରୀ ବାତ୍ୟା 'ୟାସ'ରେ ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଛି | ଏହି ବାତ୍ୟାରେ ଗଛଗୁଡିକ ଭାଙ୍ଗିବା ଯୋଗୁ ୮ ଟି ଜିଲ୍ଲାର…

ବାତ୍ୟା ‘ୟାସ’ ତାଣ୍ଡବ ସମୟରେ ଜନ୍ମ ନେଲେ ୩୫୦ ଶିଶୁ

ଭୁବନେଶ୍ୱର : ସାମୁଦ୍ରିକ ଝଡ 'ୟାସ' ର ପ୍ରଭାବରେ ରାଜ୍ୟବାସୀ ଥିଲେ ଚିନ୍ତିତ | ବାତ୍ୟା ଯେତିକି ପାଖେଇ ଆସୁଥାଏ ସେତେ ସେତେ ଭୟ ଲାଗୁଥାଏ ମନରେ | ଶେଷରେ ବାତ୍ୟା ବାଲେଶ୍ୱର ଜିଲ୍ଲା ବାହାନଗା ଅଂଚଳରେ ଲ୍ୟାଣ୍ଡଫଲ କଲା ବେଳେ ଏପଟେ କୁଆଁ କୁଆଁ ଡାକରେ ଧରାବତରଣ କଲେ ଶତାଧିକ ଶିଶୁ | 'ୟାସ'…

ବେଶି କ୍ଷୟକ୍ଷତି ଘଟାଇନାହିଁ ବାତ୍ୟା ‘ୟାସ’, ପ୍ରାକ-ପ୍ରସ୍ତୁତି ଯୋଗୁଁ ଟଳିଗଲା ବଡ ବିପଦ

ଭୁବନେଶ୍ୱର : ବାତ୍ୟା 'ୟାସ' ପାଇଁ ପ୍ରାକ ପ୍ରସ୍ତୁତ ଥିଲେ ରାଜ୍ୟସରକାର | ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ | ବାଲେଶ୍ୱର ଜିଲ୍ଲା ରେମୁଣା - ବାହାନଗା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା | ଦୀର୍ଘ ୪ ଘଂଟାର ତାଣ୍ଡବ ପରେ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ମୁହାଁ ହୋଇଛି ବାତ୍ୟା ୟାସ୍ |…

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି, ଓଡିଶା ଅଗ୍ନିଶମ ସେବାର ୧୩୫ ଟି ଟିମ ନିୟୋଜିତ

କଟକ : ବାତ୍ୟା 'ୟାସ' ର ମୁକାବିଲା କରିବା ପାଇଁ ଓଡିଶା ଅଗ୍ନିଶମ ସେବା ବିଭାଗର ବ୍ୟାପକ ପ୍ରସ୍ତୁତି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ପୂର୍ବରୁ ନିୟୋଜିତ ହୋଇଥିବା ୪୦ , ଭଦ୍ରକ ଜିଲ୍ଲାରେ ୨୦, ମୟୁରଭଞ୍ଜ ଜିଲ୍ଲାରେ ୨୫, କେନ୍ଦ୍ରାପଡା ଜିଲ୍ଲାରେ ୧୫, ଯାଜପୁର ଜିଲ୍ଲାରେ ୧୩ ଏବଂ କେଉଁଝର…

ବାତ୍ୟା ‘ୟାସ’ ପ୍ରଭାବରେ କେଉଁ ଜିଲ୍ଲାରେ କେତେ ବର୍ଷା ?

ଭୁବନେଶ୍ୱର : ସାମୁଦ୍ରିକ ଝଡ 'ୟାସ' ଧାମରାର ଉତ୍ତର ଓ ବାଲେଶ୍ୱରର ବାହାନଗା ପାଖରେ ଲ୍ୟାଣ୍ଡଫଲ୍‌ କରି ଏହା ମୟୁରଭଞ ଅଭିମୁଖେ ଗତି କରିଛି | ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୟୁରଭଂଜ ଜିଲ୍ଲା ପାଇଁ ବିପଦ ଆଣିବ ବୋଲି ଏସଆରସି ସୂଚନା ଦେଇଛନ୍ତି | 'ୟାସ' ପ୍ରଭାବରେ ଉତର ଓଡ଼ିଶାର ଅନେକ ସ୍ଥାନରେ…

କିଭଳି ରହିଛି ବାତ୍ୟା ପୂର୍ବର ପ୍ରସ୍ତୁତି, କଣ ଦେଲେ ପରାମର୍ଶ : ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ବାତ୍ୟା 'ୟାସ୍' କୁ ନେଇ ପ୍ରତି କିଛି ଘଂଟାର ବ୍ୟବଧାନରେ ତାଜା ଅପଡେଟ୍ ଦେଉଛନ୍ତି ଏସଆରସି ପ୍ରଦୀପ ଜେନା | ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ 'ୟାସ୍' | ତେବେ ବାତ୍ୟା ଆସିବା ପୂର୍ବରୁ କିଭଳି ପ୍ରସ୍ତୁତ ରହିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି…

୫ ଜିଲ୍ଲା ପାଇଁ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ହେବାକୁ ଥିବା ୫ ଟି ଜିଲ୍ଲା ପାଇଁ ଆଇଏଏସ୍ ଓ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦେଲେ ରାଜ୍ୟସରକାର | ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ପାଇଁ ସବୁପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର | ପ୍ରଭାବିତ ଆଶଙ୍କାରେ ଦୁଇ ଦିନ ଅର୍ଥାତ ୨୪ ଓ ୨୫ ତାରିଖ ସକାଳ…

ଉଦଳା ସବ୍‌ଜେଲ୍‌ରେ ଥିବା ୨୧ ଜଣ ବିଚାରାଧୀନ କଏଦୀ ପଜିଟିଭ ଚିହ୍ନଟ

ମୟୂରଭଞ୍ଜ: ଉଦଳା ସବ୍‌ଜେଲ୍‌ରେ କରୋନା ସଂକ୍ରମଣ | ୨୧ ବିଚାରାଧୀନ କଏଦୀ କରୋନାରେ ଚିହ୍ନଟ | ସମଗ୍ର ବିଶ୍ୱ ଯେତେବେଳେ କରୋନାରେ ଆକ୍ରାନ୍ତ ସେତେବେଳେ ପ୍ରତି ଜାଗାରେ କରୋନା ତାର କାୟା ବିସ୍ତାର କରି ଚାଲିଛି | ଏପରିକି ଜେଲ ଭିତରେ ମଧ୍ୟ ପଶିଯାଇଛି କରୋନା | ରାଜ୍ୟର ମୟୁରଭଞ୍ଜ ଜିଲ୍ଲା…