Browsing Tag

Mayurbhanj district

କାର୍ କିଣିବା ପାଇଁ ଜିଦ୍ ଧରି ନିଜ ବାଇକ୍ ପୋଡିଦେଲେ ନିଶାଗ୍ରସ୍ତ ଯୁବକ

ମୟୁରଭଞ୍ଜ : ନିଶାଗ୍ରସ୍ତ ଯୁବକର ଉନ୍ମତ୍ତ କାଣ୍ଡ | କାର କିଣିବାକୁ ମା' ମନା କରିଦେବାରୁ ନିଜ ବାଇକ ପୋଡିଦେଲେ | ନିଶା ଖାଇଲେ ମଣିଷ କଣ ନାହିଁ କଣ କରିବସେ ସେ ନିଜେ ବି ଜାଣି ପାରେନି | ଏପରିକି ନିଶାଗ୍ରସ୍ତ ହେଇ ନିଜ ଆତ୍ମୀୟସ୍ୱଜନ, ବନ୍ଧୁ ପରିଜନଙ୍କୁ ବି ଜୀବନରେ ମାରିଦେବାର ନଜିର…