Browsing Tag

midnight Mass

ଆଜି ବଡ଼ଦିନ, ସମଗ୍ର ବିଶ୍ୱରେ ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଖ୍ରୀଷ୍ଟମାସ ।

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ ଖ୍ରୀଷ୍ଟମାସ ଭାବେ ବିଶ୍ୱର ଅନେକ ସ୍ଥାନରେ ଅତି ଧୁମଧାମରେ ପାଳନ କରାଯାଏ । ତେବେ ଖ୍ରୀଷ୍ଟମାସକୁ ଭଗବାନ ଯୀଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ । ଖ୍ରୀଷ୍ଟ ଧର୍ମର ଲୋକମାନଙ୍କର ଏହା ସବୁଠୁ ବଡ ପର୍ବ ରୂପେ ବିବେଚିତ । କିନ୍ତୁ ଚଳିତ…