ନୂଆ ସିମ୍ କାର୍ଡ କିଣିପାରିବେ ନାହିଁ ଏହି ଗ୍ରାହକ ? ଜାଣନ୍ତୁ ସରକାରଙ୍କ ନୂଆ ନିୟମ
ଭୁବନେଶ୍ୱର: ମୋବାଇଲ୍ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ସିମ୍ କାର୍ଡକୁ ନେଇ ସରକାର ଏବେ ନୂଆ ନିୟମ କରିଛନ୍ତି। ତେବେ ସେ ନିୟମ କଣ ? କାହାକୁ ଫାଇଦା ମିଳିବ ଆଉ କାହାକୁ ନାହିଁ ଆସନ୍ତୁ ଜାଣିବା ।
ସରକାରୀ ନିୟମ ଅନୁଯାୟୀ, ଏଣିକି ୧୮ ବର୍ଷରୁ କମ୍ ଗ୍ରାହକ ନୂଆ ସିମ୍ କାର୍ଡ କିଣିପାରିବେ…