Browsing Tag

MSME

ବେରୋଜଗାରଙ୍କୁ ରୋଜଗାର ଦେବେ ସରକାର , MSMEରେ ୫ କୋଟି ନୂଆ ନିଯୁକ୍ତି ନେଇ ଚାଲିଛି ପ୍ରୟାସ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମଗ୍ର ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ହୋଇପଡିଛି । ହଜାର ହଜାର ଲୋକ ବେକାର ହୋଇଯାଇଛନ୍ତି ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ପାଖରେ ମଧ୍ୟ କୌଣସି କାମ ନାହିଁ । ଏଭଳି ପରିସ୍ଥିତିରେ ଏହାର ଗଭୀର ପ୍ରଭାବ ସାଧାରଣ ଜୀବନ ଉପରେ ପଡିଥିବାର…