Browsing Tag

Mukesh Ambani

ଏ ହେଉଛି ଦେଶର ୫ ଟି ସବୁଠୁ ଦାମୀ ଘର, ଦାମ ଜାଣିଲେ ଉଡିଯିବ ଆପଣଙ୍କ ହୋସ

ଭୁବନେଶ୍ୱର: ଏକ ବଡ ଏବଂ ସୁନ୍ଦର ଘରେ ରହିବା ସମସ୍ତଙ୍କ ସ୍ୱପ୍ନ, ଯେଉଁଥି ପାଇଁ ଜଣେ ବ୍ୟକ୍ତି କଠିନ ପରିଶ୍ରମ କରେ ଏବଂ ଟଙ୍କା ରୋଜଗାର କରେ। ଆମ ଦଶରେ ଏମିତି କିଛି ସ୍ୱପ୍ନର ଘର ଅଛି, ଯାହାର ମୂଲ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ଚକିତ ହେବେ। ଆପଣ ସେମାନଙ୍କର ମାଲିକ ଏବଂ ସେମାନଙ୍କର ମୂଲ୍ୟ…