Browsing Tag

Multi-Organ Failure

ପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ, ସିରିଏଲ୍ ପ୍ରତିଜ୍ଞା ଦେଇଥିଲା ତାଙ୍କୁ ଏକ ଭିନ୍ନ ପରିଚୟ

ଭୁବନେଶ୍ୱର: ଚଳଚ୍ଚିତ୍ର ଏବଂ ଟିଭି ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଗୋରଗାଓଁ ଅଞ୍ଚଳର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ…