Browsing Tag

Nayagarh Minor Girl Murder

ସତ ମାନିଲା ନୟାଗଡ ନାବାଳିକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ, ଶୁଣନ୍ତୁ ଅଭିଯୁକ୍ତ ମୁହଁରୁ ହତ୍ୟା-କାହାଣୀ ..

ଭୁବନେଶ୍ୱର : ଶେଷରେ ସତ ଓଗାଳିଛି ନୟାଗଡ ନାବାଳିକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ l କେମିତି ସେ ନାବାଳିକାକୁ ହତ୍ୟା କଲା ,ହତ୍ୟା ପରେ ଅଭିଯୁକ୍ତ ଜଣକ ନାବାଳିକା ସହ କଣ କରିଥିଲା ,ଏ ସବୁ ଘଟଣାକୁ ଗୋଟି ଗୋଟି କହିଛି ଅଭିଯୁକ୍ତ l ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି l ଶୁଣନ୍ତୁ କଣ…