Browsing Tag

Odisha Police

ନୟାଗଡ଼ ଖଣ୍ଡପଡା ବିରଡ଼ିହି ଗାଁରେ ଅଭାବନୀୟ ଘଟଣା, ଗ୍ୟାସ ଟାଙ୍କି ଫାଟି ଜଣେ ମୃତ, ୩ ଗୁରୁତର

ଭୁବନେଶ୍ୱର: ନୟାଗଡ଼ ଖଣ୍ଡପଡା ବ୍ଲକ ରାଣୀପଡା ପଂଚାୟତ ବିରଡ଼ିହି ଗାଁରେ ଅଭାବନୀୟ ଘଟଣା। ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ, ଦୁଇ ଶିଶୁଙ୍କ ସହ ସ୍ୱାମୀ ଗୁରୁତର ଥିବା ଜଣାପଡିଛି । ଖଣ୍ଡପଡା ବ୍ଲକ ରାଣୀପଡା ପଂଚାୟତ ବିରଡ଼ିହି ଗ୍ରାମର ହରପ୍ରିୟ ପାଟଯୋଶୀ…