Browsing Tag

Olympics Hockey

୪୧ ବର୍ଷ ପରେ ପଦକ, ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ହାତେଇଲା ଭାରତୀୟ ପୁରୁଷ ହକି ଦଳ

ଭୁବନେଶ୍ୱର: ଚମତ୍କାର ପ୍ରଦର୍ଶନ କରି ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ୫ -୪ ଗୋଲର ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଛି। ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ପଦକ ଜିତିଛି । ଏହାପୂର୍ବରୁ ଭାରତ ବାସୁଦେବନ ଭାସ୍କରନଙ୍କ ଅଧିନାୟକତ୍ୱରେ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ…