Browsing Tag

Paint

ଐତିହ୍ୟ ଗ୍ରାମରେ ପଟ୍ଟଚିତ୍ର କଳା ଶିବିର, ପ୍ରତେକ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା

ପୁରୀ : ଐତିହ୍ୟ ଗ୍ରାମ ରଘୁରାଜପୁରରେ ଦେଖିବାକୁ ମିଳିଛି ଏକ ନୂଆ ପାରମ୍ପରିକ ଭିତ୍ତିୟ ପଟ୍ଟଚିତ୍ର ଶିବିର | ସମସ୍ତ ପରିବାରର ସଦସ୍ୟମାନେ ନିଜ ଦୁଆରେ ପାରମ୍ପରିକ ଚିତ୍ରକଳା ଆଙ୍କିବାରେ ବ୍ୟସ୍ତ | କୋଭିଡ କଟକଣା ଯୋଗୁଁ ପର୍ଯ୍ୟଟକ ଗାଁକୁ ଆସୁନଥିବାରୁ ହାତ ବାନ୍ଧି ବସି ଆର୍ଥିକ କ୍ଷତି ସହ…