Browsing Tag

phone

ଗୋଟିଏ ଫୋନ କଲରେ ଭୁବନେଶ୍ୱର ବାସୀଙ୍କୁ ମିଳିବ ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି, ଜାଣନ୍ତୁ କେମିତି ?

ଭୁବନେଶ୍ୱର : ଲକ୍‌ଡାଉନ ସମୟରେ ଥାନାରେ ଭିଡ଼ ନ କରିବା ପାଇଁ କମିସନରେଟ ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ସେ କୌଣସି ଅଭିଯୋଗ ହେଉ ଅବା ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନୁମତି ମାଗିବା ହେଉ । ବିବାହ ଅନୁମତି ଲାଗି ଏଣିକି ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଆଉ ଥାନାକୁ ଯିବାକୁ…