Browsing Tag

pregnant women

ଶନିବାର ବନ୍ଦ ରହିବ ଅଫିସ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନେ ଘରୁ ରହି କାମ କରିବେ

ଭୁବନେଶ୍ୱର : କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖି ପୁଣି ଏକ ଘୋଷଣା କରିଛନ୍ତି ରାଜ୍ୟସରକାର | ଶନିବାର ବନ୍ଦ ରହିବ ସରକାରୀ ଅଫିସ | ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ଘୋଷଣା…