Browsing Tag

Puri district

୨.୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ୍ ଯୋଗେ ପାଇବେ ବିଶୁଦ୍ଧ ପାଣି, ଉପକୃତ ହେବେ ବାର୍ଷିକ ୨ କୋଟି ପର୍ଯ୍ୟଟକ

ଭୁବନେଶ୍ୱର : ପୁରୀବାସୀଙ୍କ ପାଇଁ ଆରମ୍ଭ ହେବ ଡ୍ରିଙ୍କ ଫ୍ରମ ଟ୍ୟାପ୍ ମିଶନ | ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନ୍ତର୍ଜାତୀୟ ସହର ସହ ସମକକ୍ଷ ହେବ ପୁରୀ | ଆଜି ଭିସି ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପୁରୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଆଜି…

ସୋସିଆଲ ମିଡିଆରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋଚିତ୍ର

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ପୁଣି ଭାଇରାଲ୍‌ ହୋଇଛି, ଯାହା ପ୍ରଶାସନର ଦୃଷ୍ଟି ଗୋଚର ହୋଇଛି | ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନ ରେ ବିରାଜିତ ଫଟୋ ଭାଇରାଲ ହୋଇଛି, ତାକୁ…

କୋଭିଡ କଟକଣା ମଧ୍ୟରେ ପାଳନ ହେବ ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

ପୁରୀ : ଚଳିତ ବର୍ଷ ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଳନ କରାଯିବ | ଏହି ଦୁଇ ପବିତ୍ର ପର୍ବ ପାଇଁ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରସ୍ତୁତି ସାରିଛି | ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା ଓ ନୌକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥ ଖଳାରେ ଆସନ୍ତାକାଲି ରଥ…

୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୩ ଜିଲ୍ଲାକୁ ୭.୬୨ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କୋଭିଡର ଦ୍ଵିତୀୟ ଲହର ମାତ୍ରାଧିକ ବୃଦ୍ଧି ଯୋଗୁ ଜନସାଧାରଣଙ୍କ ସମେତ ରାଜ୍ୟପ୍ରଶାସନର ବି ମୁଣ୍ଡ ବ୍ୟଥାର କାରଣ ପାଲଟିଛି | ରାଜ୍ୟବାସୀଙ୍କୁ ଅହରହ ସେବା ଦେବା ପାଇଁ ସବୁସ୍ତରରେ ପ୍ରସ୍ତୁତ…