Browsing Tag

Puri Srimandir

ଅଟକିଲାନି ପାଦ, 22 ପାହାଚ ଦେଇ ସିଧା ଦୌଡ଼ିଲେ କାଳିଆ ପାଖକୁ, ମୁଁ ମହାପ୍ରଭୁଙ୍କୁ ଦର୍ଶନ କରିବି ।

ପୁରୀ: ମୁଁ ଜଗାକୁ ଦେଖିବି । ମୋତେ ଜଗା ଡାକିଛି । ଦୌଡ଼ି ଦୌଡ଼ି 22 ପାହାଚ ଦେଇ ନାଗା ସାଧୁ ସିଧା ଚାଲିଲେ ମନ୍ଦିର ଭିତରକୁ । ସାଧୁଙ୍କଙ୍କ ପଛରେ ଦୌଡୁ ଥାଆନ୍ତି ଶ୍ରୀମନ୍ଦିର ପୋଲିସ । ଭକ୍ତ ର ଭାବକୁ ଆଉ ଅଟକାଇ ପାରିଲାନି ପ୍ରଶାସନର କଟକଣା । ଏମିତି ଭାବ ବିହୋଳ ଦୃଶ୍ୟ ଦେଖିବାକୁ…