Trending ବଲିଓଡ଼ରେ ଥିଲା ସୁଶାନ୍ତ ସିଂଙ୍କ କ୍ରେଜ୍, ଜାଣନ୍ତୁ ବକ୍ସ ଅଫିସରେ ତାଙ୍କ ଅଭିନୀତ ଫିଲ୍ମ କରୁଥିଲା କେତେ ଆୟ ? OMMCOM NEWS Jun 17, 2020 ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତା ଥିଲେ। ସେ ଚଳଚ୍ଚିତ୍ରରେ ଏପରି ଭୂମିକା କରିଥିଲେ ଯେ, ଯାହା ସର୍ବଦା ସ୍ମରଣୀୟ ହୋଇ ରହିବ । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ଏକ ବଡ଼ ହିଟ୍ କରିବା ଆରମ୍ଭ କରିଥିଲେ । ସେ ବଲିଉଡର…