Browsing Tag

rapper Badshah

‘ବଚ୍ଚପନ କା ପ୍ୟାର’ ଶୁଣି ରହି ପାରିଲେନି ରାପର ବାଦଶାହା, କହିଲେ ..ଖୁବ ଶୀଘ୍ର ମାର୍କେଟ କୁ ଆସୁଛି ଗୀତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୀତ 'ବଚ୍ଚପନ କା ପ୍ୟାର ମେରା ଭୁଲ ନେହିଁ ଜାନା ରେ ' ଶୁଣିବା ପରେ ରାପର ବାଦଶାହା ସହଦେଵଙ୍କୁ ଚଣ୍ଡିଗଡ଼କୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଚଣ୍ଡିଗଡ଼ ଆସିବା ପରେ ବାଦଶାହ ସହଦେବଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯାହାକି ଖୁବ…