Browsing Tag

school

ଦେଶର ଭବିଷ୍ୟତ ପାଇଁ ନିର୍ମାଣ କରାଯାଇଛି ଏମିତି ସ୍କୁଲ, ବମ୍ ପଡ଼ିଲେ ମଧ୍ୟ ଭୟ କରିବେନି ପିଲା

ଭୁବନେଶ୍ୱର: ଯୁଦ୍ଧ ପରିସ୍ଥିତି ମଧ୍ୟରେ, ୟୁକ୍ରେନର ପିଲାମାନଙ୍କ ପାଇଁ ଏଭଳି ଶ୍ରେଣୀଗୃହ ପ୍ରସ୍ତୁତ କରାଯାଇଛି, ଯେଉଁଠି ବୋମା ମାଡ କଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଦେଶର ଭବିଷ୍ୟତ ହେଉଛନ୍ତି ପିଲା। ଦେଶର ବିକାଶ ଏବଂ ପ୍ରଗତି ଏହି ପିଲାମାନଙ୍କ ହାତରେ,…