Browsing Tag

Schools Reopen In Odisha

ରାଜ୍ୟରେ କେବେ ଖୋଲିବ ସ୍କୁଲ ? ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ କିଛି ଏମିତି

ଭୁବନେଶ୍ୱର: ରାଜ୍ୟରେ କୋରନା ତାର କାୟା ବିସ୍ତାର କରିବାରେ ଲାଗିଛି । COVID-19 ମହାମାରୀକୁ ନିୟନ୍ତ୍ରଣକୁ କରିବା ପାଇଁ ଓଡିଶା ଟେଷ୍ଟିଙ୍ଗକୁ ବୃଦ୍ଧି କରିଛି ଏବଂ ଗତ ତିନି ଦିନରୁ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ପ୍ରତିଦିନ ୫୦ ହଜାରରୁ ଅଧିକ ପରୀକ୍ଷା ସହିତ…