ଇଣ୍ଟରନେଟ ବିନା କରିପାରିବେ UPI ପେମେଣ୍ଟ ! ଆରବିଆଇ ଲଞ୍ଚ କଲା ଦମଦାର ସର୍ଭିସ
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ବଡ ଉପହାର ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ମଙ୍ଗଳବାର ଦିନ UPI 123pay ଲଞ୍ଚ କରିଛି। ଏହାର ସାହାଯ୍ୟରେ, ବର୍ତ୍ତମାନ ଫିଚର୍ସ ଫୋନ୍ ବ୍ୟବହାରକାରୀମାନେ ମଧ୍ୟ UPI ସାହାଯ୍ୟରେ ଦେୟ ଦେବାକୁ ସକ୍ଷମ…