Browsing Tag

Shop

ଭାରସ୍ୟାମ ହରାଇ ଦୋକାନ ଉପରେ ଓଲଟିପଡିଲା ଗ୍ୟାସ ବୋଝେଇ ଟ୍ରକ, ସଟ ଡାଉନ ବଞ୍ଚେଇଦେଲା ଜୀବନ !

କଟକ : କଟକ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିପଡିଲା ଗ୍ୟାସ ବୋଝେଇ ଟ୍ରକ । ଶନିବାର ସକାଳ ଆଠଟା ସମୟରେ ଘରୋଇ ରନ୍ଧନ ଗ୍ଯାସ ବୋଝେଇ ଏକ ଟ୍ରକ ଭୁବନେଶ୍ବର ରୁ କଟକ ଅଭିମୂଖେ ଯାତ୍ରା କରୁଥିବା ବେଳେ କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରକ ଟି ଭାରସାମ୍ଯ…