Browsing Tag

sports news

ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ଅଷ୍ଟ୍ରେଲିଆକୁ ୧-୦ ରେ ହରାଇ ସେମିରେ ଭାରତ

ଭୁବନେଶ୍ୱର : ସେମିଫାଇନାଲରେ ପ୍ରବେଶ କରିବା ପାଇଁ ମହିଳା ହକିର କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୧ -୦ ରେ ପରାସ୍ତ କରି ଇତିହାସ ରଚିଛି ଭାରତ | ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା ​​​​| ଗୁରୁଜିତ୍ କୌରଙ୍କ ମାତ୍ର ଗୋଟିଏ ଗୋଲ୍ ସାହାଯ୍ୟରେ ଭାରତ ୨୨ ତମ…