Browsing Tag

Tamil Nadu

ମହିଳା ହେଲେ ଆମ୍ବୁଲାନ୍ସ ଡ୍ରାଇଭର,ସରକାରଙ୍କ ଦାବି ..ଏ ହେଉଛନ୍ତି ଦେଶର ପ୍ରଥମ

ନୂଆଦିଲ୍ଲୀ: ତାମିଲନାଡୁରେ ଜଣେ ମହିଳା ଆମ୍ବୁଲାନ୍ସ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାର ଦାବି କରିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ଜରୁରୀକାଳୀନ ସେବାକୁ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ…