Browsing Tag

Tata Steel

ପ୍ରତିଦିନ ୨୦୦-୩୦୦ ଟନ୍ ଲିକୁଇଡ ମେଡିକାଲ ଅକ୍ସିଜେନ ଯୋଗାଇବ ‘ରତନ ଟାଟା’

ନୂଆଦିଲ୍ଲୀ : ବର୍ତମାନ ଦେଶର ପ୍ରଥମ ଆଉ ପ୍ରଧାନ ସଙ୍କଟ ପାଲଟିଛି କରୋନା ଭାଇରସ | ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦେଶକୁ ସାହାଯ୍ୟ କରିବା ପାଇଁ ରତନ ଟାଟାଙ୍କ ନେତୃତ୍ୱାଧୀନ ଟାଟା ଷ୍ଟିଲ ଆଗକୁ ଆଗେଇ ଆସିଛି | ଦେଶରେ ଡାକ୍ତରୀ ଅମ୍ଳଜାନର ଅଭାବକୁ ଦେଖି ସେ ବିଭିନ୍ନ ରାଜ୍ୟ ସରକାର ଏବଂ…