ଲାଲକିଲ୍ଲା ହିଂସା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ହିଂସା ମାମଲାରେ ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ | ମହିନ୍ଦର ସିଂ ଖାଲସା ଓ ମନଦୀପ ସିଂକୁ ଗିରଫ କରିବାରେ ସଫଳ ହେଲେ ଦିଲ୍ଲୀ ପୋଲିସର କ୍ରାଇମ ଶାଖା |
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଜାମ୍ମୁରୁ ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି | ସେମାନଙ୍କ…