Browsing Tag

Train

ଏଣିକି ଟ୍ରେନରେ ମିଳିବନି ଖାଦ୍ୟ ? ଜାଣନ୍ତୁ ରେଲୱେର ନୂଆ ପ୍ଲାନ

ନୂଆଦିଲ୍ଲୀ: ଯଦି ଆପଣ ନିକଟରେ ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଖାଦ୍ୟ ପ୍ୟାକ୍ କରି ଘରୁ ନେଇଯାଆନ୍ତୁ, କାରଣ କରୋନାଭାଇରସ୍ ମହାମାରୀ ହେତୁ ରେଳବାଇ ବର୍ତ୍ତମାନ ଟ୍ରେନରେ ଖାଦ୍ୟ ପରିବେଷଣକୁ ବାରଣ କରିଛି। କେବଳ ଏତିକି ନୁହେଁ, ଟ୍ରେନରେ କମ୍ବଳ, ବେଡସିଟ୍ ଏବଂ ତକିଆ ମଧ୍ୟ…

ଖେଳରେ ଖେଳରେ ଟ୍ରେନ ଆଗକୁ ଫୋପାଡ଼ି ଦେଲା ଭାଇ , ଭିଡିଓ ଦେଖିଲେ ମୁଣ୍ଡରେ ହାତ ଦେବେ ଆପଣ

ତାଜ ନଗରୀ ଆଗ୍ରାରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ଏକ ଶିଶୁ ମାଲଗାଡୀର ଇଞ୍ଜିନ୍ ମଝିରେ ଫସି ରହିଥିବା ଦେଖିବାକୁ ମିଳିଛି ଶିଶୁଟି ବିକଳ ହୋଇ କାନ୍ଦୁଛି । ତେବେ ଅଶ୍ବାସ୍ତିକର କଥା ହେଲା ଶିଶୁଟିକୁ ସକୁଶଳ ଉଦ୍ଧାର କରାଯାଇ ତା’ମାକୁ ହସ୍ତାନ୍ତର…

ଟ୍ରେନର ହର୍ନ ଦେଇଥାଏ ଅନେକ ସଂକେତ, ଜାଣି ନ ଥିବେ ଏହାର ଅର୍ଥ

ନୂଆଦିଲ୍ଲୀ: ଟ୍ରେନ୍ ବିଷୟରେ ଆପଣ ନିଶ୍ଚିତ ଭାବରେ ଅନେକ ଜିନିଷ ଜାଣିଥିବେ, ଆପଣ ନିଶ୍ଚିତ ଭାବରେ ଅନେକ ଥର ଟ୍ରେନର ହର୍ନ ଶୁଣିଥିବେ, କିନ୍ତୁ ଆପଣ କେବେ ଜାଣିଛନ୍ତି କି ଟ୍ରେନରେ କେତେ ଥର ହର୍ନ ବାଜିଥାଏ ଏବଂ ଏହାର ଅର୍ଥ କ’ଣ? ତେବେ ଆସନ୍ତୁ ଜାଣିବା ଟ୍ରେନର ହର୍ନ ସମ୍ପର୍କରେ .. ଏକ…

ଲକ ଡାଉନ ହେଲା କାଳ, ସବୁଦିନପାଇଁ ଶୋଇଗଲେ ୧୬ ଜଣ ପ୍ରବାସୀ ଶ୍ରମିକ

ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଏକ ଯନ୍ତ୍ରଣାଦାୟକ ରେଳ ଦୁର୍ଘଟଣା ଘଟିଛି | ଟ୍ରେନ୍ ଯୋଗେ ୧୯ ଜଣ ପ୍ରବାସୀ ଶ୍ରମିକ ମଧ୍ୟପ୍ରଦେଶର ଗ୍ରାମାଞ୍ଚଳକୁ ଫେରିବାକୁ ଚେଷ୍ଟା କରୁଥିଲେ | ଦୀର୍ଘ ୪୫ କିଲୋମିଟର ଯାତ୍ରା କରିବା ପରେ ସେମାନେ ଔରଙ୍ଗାବାଦ ସହରରେ ପହଂଚିଥିଲେ |