Browsing Tag

Unemployment

କରୋନା ମହାମାରୀରେ ଚାକିରୀ ହରେଇଛନ୍ତି ୧୨୨ ନିୟୁତ ଭାରତୀୟ ! ନିଯୁକ୍ତି ଦେବାପାଇଁ ସରକାର କରୁଛନ୍ତି ଏମିତି ଯୋଜନା

ନୂଆଦିଲ୍ଲୀ: ମହାମାରୀ କୋରନା ଭାଇରସରେ ବହୁତ ଯୁବକ ଯୁବତୀ ନିଜର ଚାକିରି ହରାଇଛନ୍ତି I ସରକାରୀ ତଥ୍ୟ ଅନୁଯାୟୀ ୫୫୫ ନିୟୁତରୁ ଅଧିକ ଶ୍ରମିକଙ୍କ ଜୀବନ ଉପରେ ପ୍ରଭାବ ପକାଇଛି l ଏହି ମହାମାରୀ ମେ ମାସ ଆରମ୍ଭରେ ଭାରତରେ ବେକାରୀ ହାର ୨୭.୧ ପ୍ରତିଶତରେ ପହଞ୍ଚିଛି l କାରଣ ମାର୍ଚ୍ଚରୁ ଏପ୍ରିଲ…