Browsing Tag

Utkal Divas

ସ୍ଵତନ୍ତ୍ର ଓଡ଼ିଶାକୁ 85 ବର୍ଷ

ଓଡ଼ିଶା ଆଜି ସ୍ୱତନ୍ତ୍ର, ସମୃଦ୍ଧ ଓ ସ୍ୱାଭିମାନର ପଥରେ ଅଗ୍ରସର ହେଉଛି । ଏହା ପଛରେ ରହିଛି ଦୀର୍ଘ ସଂଗ୍ରାମର ଫଳଶ୍ରୁତି ।୧୫୭୬ରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ଗୋହିରାଟିକିରି ଯୁଦ୍ଧରେ ମୋଗଲମାନଙ୍କ ଠାରୁ ହାରି ଯାଇଥିଲେ ।