Browsing Tag

Vidya Balan

ସମ୍ବଲପୁରୀ ଶାଢିରେ ଅଭିନେତ୍ରୀ ବିଦ୍ୟା ବାଲାନ : ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଲେ, କିଛି ଏମିତି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ତାଙ୍କର ଆଗାମୀ ଫିଲ୍ମ ସକୁନ୍ତଳା ଦେବୀର ଇ - ପ୍ରମୋସନ ଅବସରରେ ଏକ ସମ୍ବଲପୁରୀ ସାଡୀ ପିନ୍ଧିଥିବା ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ନିଜେ ସେୟାର କରିଛନ୍ତି l ପଶ୍ଚିମ ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି ।…