ପୋଷ୍ଟ କରିବା ପୂର୍ବରୁ ଥରେ ପଢ଼ିନିଅନ୍ତୁ ଏହି ଖବର,ନଚେତ ବ୍ଲକ ହୋଇପାରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟ
ଭୁବନେଶ୍ୱର: ଫେସବୁକ ହେଉଛି ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ । ଲକ୍ଷ ଲକ୍ଷ ଉପଭୋକ୍ତା ଫେସବୁକ୍ ସହିତ ସଂଯୁକ୍ତ । କିନ୍ତୁ ବେଳେବେଳେ କିଛି ଉପଭୋକ୍ତା ଏପରି ଜିନିଷ ଅଂଶୀଦାର କରନ୍ତି, ଯାହା ପରେ ସେମାନଙ୍କ ଆକାଉଣ୍ଟ ବ୍ଲକ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ…