Browsing Tag

world news

ଅତ୍ୟାଚାର ସାଙ୍ଗକୁ ମହଙ୍ଗା ମାଡ, କାବୁଲ ବିମାନବନ୍ଦରରେ ପାଣି ବୋତଲ ୩ ହଜାର, ୭ ହଜାର ୫୦୦ ରେ ଗୋଟିଏ ପ୍ଲେଟ ଭାତ

ଭୁବନେଶ୍ୱର: ତାଲିବାନ ଆତଙ୍କରୁ ରକ୍ଷା ପାଇବା ପାଇଁ କାବୁଲ ବିମାନବନ୍ଦରରେ ପହଞ୍ଚୁଥିବା ଲୋକମାନେ ଭୋକ ଓ ଶୋଷରେ ମରୁଛନ୍ତି। ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ବିମାନବନ୍ଦର ବାହାରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି । କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦେବାକୁ…