ଦୀପା ସାହୁଙ୍କ ପାଇଁ ଆଗେଇଆସିଲେ ଅଭିନେତା ଆଉ ଅଭିନେତ୍ରୀ, ସ୍ୱାସ୍ଥ୍ୟାବସ୍ଥା ବୁଝିଲେ, ଆର୍ଥିକ ସହାୟତା ମଧ୍ୟ ଦେଲେ
ଭୁବନେଶ୍ୱର: ଅଭିନେତ୍ରୀ ଦୀପା ସାହୁଙ୍କ ପାଇଁ ଆଗେଇ ଆସିଲେ ସହଯୋଗୀ । କ୍ୟାନସରରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅଭିନେତ୍ରୀ ଦୀପା ସାହୁଙ୍କ ଚିକିତ୍ସା ...