ଭୁବନେଶ୍ୱର: ଆପଣମାନେ କାର କିଣିବା ପାଇଁ ଭାବୁଛନ୍ତି କି ? ତାହେଲେ ଚିନ୍ତା କରନ୍ତୁ ନାହିଁ । ସ୍ୱଳ୍ପ ଟଙ୍କା ସଂଚୟ କରନ୍ତୁ ଏବଂ ନିଜ ପସନ୍ଦର କାର ଘରକୁ ଆଣନ୍ତୁ । ସମସ୍ତେ ଭାବନ୍ତି କାର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ … ନାଁ ଆଜ୍ଞା ଏହା ସମସ୍ତଙ୍କ ପକ୍ଷେ ସମ୍ଭବ ।
ଆପଣମାନେ କୌଣସି ଏକ ଜାଗାକୁ ନିଜ ପରିବାର ସହିତ ଯାତ୍ରା କରିବାକୁ ହେଲେ ଆପଣ ଭାବୁଛନ୍ତି କେମିତି ଯିବେ ? ମନରେ ଗୋଟେ ଡର ବାଇକରେ ନିଜ ପରିବାର ସହ ଗଲେ ଟ୍ରାଫିକ ଧରିବ , ଫାଇନ କଟିବ ଏବଂ ବସ୍ରେ କି ଗାଡି ଭଡା କରି ଗଲେ ନିଜର ବହୁମୂଲ୍ୟ ସମୟ ସେଥିରେ ଯିବ । ତାହେଲେ ଆଉ କିଛି ନଭାବି ନିଜ ପରିବାର ପାଇଁ ଆଜି ହିଁ ସୋରୁମ କୁ ଯାଆନ୍ତୁ ଆଉ ନେଇ ଆସନ୍ତୁ ଏକ କାର ।
ଏବେ ବଜାରର ସବୁ ସୋରୁମରେ ମିଳୁଛି ୩ ଲକ୍ଷ ଟଙ୍କାରେ ଜରଦ୍ଭବଙ୍କକ୍ଷଗ୍ଧ ଞକ୍ସସଭରକ୍ସ, ଗବକ୍ସଙ୍କଗ୍ଧସ ଇକ୍ଷଗ୍ଧକ୍ଟ, ଜରଦ୍ଭବଙ୍କକ୍ଷଗ୍ଧ କଡଓଊ, ଗବକ୍ସଙ୍କଗ୍ଧସ ଇକ୍ଷଗ୍ଧକ୍ଟ କ୧୦ ଏହି ସବୁ କମ୍ପାନୀର ନୂଆ ମଡଲେ କାର ।
Renault Triber (Rs. 4.95 – 7.00 lakh)
Renault KWID (Rs. 2.83 – 4.92 lakh)
Maruti Alto K10 (Rs. 3.61 – 4.40 lakh)