• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଆକୁଳ ନିବେଦନ କଲେ ଅଭିନେତା, କହିଲେ ମୁଁ ବଞ୍ଚିବାକୁ ଚାହେଁ

OMMCOM NEWSbyOMMCOM NEWS
August 28, 2020
in Odia, Trending

 

ନୂଆଦିଲ୍ଲୀ: ଲକ ଡାଉନ ଯୋଗୁଁ ଦେଶର ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ଲୋକମାନେ ଘରେ ରହି କାମ କରୁଛନ୍ତି । ନିମ୍ନ ମଧ୍ୟବିତ୍ତ ତଥା ଦିନ ମଜୁରିଆ ଶ୍ରମିକଙ୍କ ପାଇଁ ଅନେକ ସମସ୍ୟା ଦେଖାଦେଇଛି । ଆଉ କାମ ନ ପାଇ ଅନେକ ଶ୍ରମିକମାନେ ସହରରୁ ନିଜ ନିଜ ଘରକୁ ଫେରି ଆସୁଛନ୍ତି । ମନୋରଞ୍ଜନ କ୍ଷେତ୍ରରେ ମଧ୍ୟ ଅନେକ କଳାକାର ଏବେବି ସଂଘର୍ଷ କରୁଛନ୍ତି ।

ଟିଭି ଧାରାବାହିକ ବେଗୁସରାଇରେ ଶିବାଙ୍ଗୀ ଯୋଶୀଙ୍କ ପିତା ଭୂମିକାରେ ଅଭିନୟ କରୁଥିବା ଅଭିନେତା ରାଜେଶ ଧରସ୍ ଲକ ଡାଉନ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜେଶ ଏକ ଭାବପ୍ରବଣ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆର୍ଥିକ ସହାୟତା ପାଇଁ ଲୋକଙ୍କ ନିକଟରେ ନିବେଦନ କରୁଛନ୍ତି। ଲକଡାଉନ୍ ହେତୁ ସେମାନଙ୍କ ସୋ’ର ସୁଟିଂ ବନ୍ଦ ହୋଇଯାଇଥିଲା ଏବଂ ଦୁଇ ମାସରୁ ଅଧିକ ଲକ ଡାଉନ ପରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଲୋକଙ୍କୁ ସେ ୩୦୦ -୪୦୦  ଟଙ୍କା ଦାନ କରିବାକୁ ନିବେଦନ କରିଛନ୍ତି । ଯାହା ଦ୍ୱାରା ସେ ପଞ୍ଜାବରେ ଥିବା ନିଜ ଘରକୁ ଯାଇ କିଛି କାମ ପାଇପାରିବେ।

ସେ ଭିଡିଓରେ କହିଛନ୍ତି ଯେ , ମୁଁ ନିଜକୁ ଲଜ୍ଜିତ ମନେ କରୁଛି ହେଲେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ । ମୁଁ କେବଳ ଆପଣଙ୍କ ନିକଟରେ ଏତିକି  ଅନୁରୋଧ କରିବାକୁ ଚାହୁଁଛି ଯେ ମୋତେ ସାହାଯ୍ୟ କରନ୍ତୁ । ଆମର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏଭଳି ସ୍ଥିତିରେ ମୁଁ  କିଛି ବୁଝି ପାରୁନାହିଁ, ମୁଁ ବଞ୍ଚିବାକୁ ଚାହୁଁଛି ଏହି ଭିଡିଓ ପୋଷ୍ଟ ସହିତ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଫୋନ୍ ନମ୍ବର ମଧ୍ୟ ସେୟାର କରିଛନ୍ତି।

ତେବେ ୨୦୧୫  ରୁ ୨୦୧୬  ମଧ୍ୟରେ ଟିଭି ସିରିଏଲ୍ ବେଗୁସରାଇ ପ୍ରସାରିତ ହୋଇଥିଲା । ଏହି ଶୋ’ରେ ଶ୍ୱେତା ତିୱାରୀ ଏବଂ ବିଶାଲ ଆଦିତ୍ୟ ସିଂଙ୍କ ଭଳି ତାରକା ମଧ୍ୟ ନଜର ଆସିଥିଲେ।

 

Tags: Actor Makes AppealI Want To LiveRajesh Dharassocial media
Previous Post

Odisha Fire Services Pulls Up Sleeves To Tackle Locusts

Next Post

Cyclone Nisarga’s Maha Landfall Full Of Fury

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
agri
OMC
DMF SCHOLARSHIP-2023

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Next Post

Cyclone Nisarga's Maha Landfall Full Of Fury

ସରପଞ୍ଚ କଲେ କିଛି ଏମିତି କାମ ଯେ, ଶେଷରେ ନବୀନ ନିବାସରୁ ଆସିଲା ଡାକରା

Odisha: 2 Killed, 40 Injured As Overloaded Mini-Truck Turns Turtle In Koraput

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist