ଭୁବନେଶ୍ୱର: ଭଲ ବାଇକଟେ କିଣିବାକୁ କାହାର ବା ସଉକ ନଥାଏ । କିନ୍ତୁ ଠିକ ସେତିକିବେଳେ ବାଧକ ସାଜେ ଅର୍ଥ । ଜଣେ ମଧ୍ୟବିତ୍ତ ଶ୍ରେଣୀର ଲୋକ ପାଖରେ ସଉଖିନିଆ ବାଇଟେ କିଣିବା ବହୁତ କଷ୍ଟକର ହୋଇଥାଏ । ସେମାନେ ବାଇକଟ କିଣିଲାବେଳେ କେବଳ ଏହାର ଦାମ ପ୍ରତି ଧ୍ୟାନ ଦିଅନ୍ତି ସେଇଆ ନୁହେଁ, ଏଥିସହ ସେମାନେ ବାଇକର ମାଇଲେଜ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତି ।
ଭାରତରେ ଯେତବେଳେ ଜଣେ ୧ ଲକ୍ଷ ଟଙ୍କା ଭିତରେ ବାଇକ କିଣିବାକୁ ଯାଏ, ସେ କେବଳ ଇଂଜିନ ଉପରେ ଧ୍ୟାନ ଦେଇଥାଏ । ଭାରତରେ ଜଣେ ବାଇକ କିଣିଲେ ଲୋକ ଇଂଜିନ ଏବଂ ଏହାର ମାଇଲେଜ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି ।
ତେବେ ଆସନ୍ତୁ ଆଜି ନଜର ପକେଇବା ଭାରତରେ ୧ ଲକ୍ଷ ଟଙ୍କା ଭିତରେ ମିଳୁଥିବା ବାଇକ ଗୁଡିକ ଉପରେ ।
TVS Apache RTR 160 4V ( INR 92,101)
TVS Apache RTR 180 (INR 93,541)
Honda CB Hornet 160R ( INR 92,578)
Bajaj Pulsar 180F Neon ( INR 96,390)
Yamaha FZ V3 (INR 96,680)
Hero XPulse 200 ( INR 97,000)