Trending

ଓଡିଶାରେ Suzuki Sports Bike Hayabusa ର ଦାମ କେତେ?





ଭୁବନେଶ୍ୱର:  ବଜାରକୁ ଆସୁଛି ସୁଜୁକିର ନୁଆ Sports ବାଇକ । ସୁଜୁକି ତାର ୬ଟି ନୂଆ ମଡେଲ ବଜାରରେ ଲଚଂ କରିବାକୁ ଯାଉଛି । ସୁଜୁକି ବାଇକର କ୍ରେଜ୍ ଆଜି ମଧ୍ୟ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । ସୁଲଭ ମୂଲ୍ୟରେ ଭଲ ମଡେଲ କିଣିବାକୁ ସମସ୍ତେ ଚାହାନ୍ତି ।

ତେବେ ସେହି ଭଳି ଚାହିଦା ରଖୁଥିବା ଗ୍ରାହକ ମାନଙ୍କ ପାଇଁ ସୁଜୁକି ଆଣି ଦେଉଛି ୬ଟି ନୂଆ ମଡେଲର ବାଇକ । ସୁଜୁକି ହାୟାବୁଶା, ସୁଜୁକି ୨୦୧୯ ଜିକ୍ସର ଏବଂ ସୁଜୁକି ଜିକ୍ସର ଏସଏଫ ମଡେଲ ଗୁଡିକ ହେଉଛନ୍ତି ସବୁଠାରୁ ଲୋକପ୍ରିୟ ମଡେଲ । 

Suzuki Hayabusa (13.75 lakh)

Suzuki Gixxer(Rs. 1.00 lakh)

Suzuki Gixxer SF 250(Rs. 1.71 – 1.71 lakh)

Suzuki V Strom 1000(Rs. 13.45 lakh)

Suzuki GSX R1000R (Rs. 19.82 lakh)


Tags

Related Articles

Back to top button
Close