ଲକ୍‌ଡାଉନ୍ ପରେ ବିସ୍ଥାପନ ଶ୍ରମିକଙ୍କ ହୃଦୟ ବିଦାରକ ଦୃଶ୍ୟ





କରୋନା ଭଳି ମହାମାରୀ ଠାରୁ ଦେଶ ବାସୀଙ୍କ ଜୀବନକୁ ରକ୍ଷା କରିବାକୁ ଯାଇ ଦେଶର ସମଗ୍ର ରାଜ୍ୟକୁ ଲକ ଡାଉନ ଘୋଷଣା କରାଯାଇଛି l ହେଲେ ଏହି ସ୍ଥିତିରେ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବ ଖବର ସାମ୍ନାକୁ ଆସୁଛି l କାମ ଧନ୍ଦା ବନ୍ଦ ହେଇଯିବା ଫଳରେ କେମିତି ଚଳିବେ କଣ କରିବେ ସେନେଇ ବିଚାର ମଧ୍ୟ୍ୟ କରିପାରୁନାହାନ୍ତି l ଗାଡି ଚଳାଚଳ ବନ୍ଦ ଥିବାରୁ  ବାଧ୍ୟ୍ୟ ହୋଇ କିଏ ଚାଲି ଚାଲି ତ ଆଉ କିଏ ସାଇକେଲରେ  ନିଜ ଜନ୍ମ ମାଟିକୁ ଫେରି ଯାଉଛି l

ଘରକୁ ଫେରିଲା ବାଟରେ ନୋଏଡା ଠାରେ ନିଜ ପିଲାଙ୍କ ସହ ଟିକେ ବିଶ୍ରାମ ନେଉଛନ୍ତି ଜଣେ ଶ୍ରମିକ

ଜଣେ ଦିନ ମଜୁରିଆ ତାଙ୍କ ପିଲାଙ୍କ ସହ ସାଇକେଲରେ ଜିନିଷ ନେଇ ଯାଉଥିବାର ଦୃଶ୍ୟ

ଦିନମଜୁରିଆ ମାନେ ନିଜ ନିଜ ଘରକୁ ଚାଲି ଚାଲି ଫେରୁଥିବାବେଳେ ଗୁରୁଗ୍ରାମ ଠାରେ କିଛି ସମୟ ବିଶ୍ରାମ ନେଉଥିବାର ଦୃଶ୍ୟ

ଦିଲ୍ଲୀଠରେ ଫଶିଥିବା ଦିନମଜୁରିଆଙ୍କ ଚାଲି ଚାଲି ନିଜ ଘରକୁ ଜିବାର ଦୃଶ୍ୟ

କରୋନା ଭାଇରସକୁ ରୋକିବା ପାଇଁ ସାର।। ଦେଶରେ ଲକଡାଉନ ଚାଲିଥିବା ବେଳେ ଜଣେ ମହିଳା ନିଜ ସମ୍ପର୍କୀୟଙ୍କୁ ଟାଣି ଟାଣି ଘରକୁ ନେଉଛନ୍ତି

ଶ୍ରମିକ ନିଜ ପରିବାର ସହ ଘରକୁ ଯାଉଥିବାର ଦୃଶ୍ୟ

ଦିଲ୍ଲୀଠାରେ ଯାନବାହାନ ବନ୍ଦ ହୋଇଯିବାରୁ ଶ୍ରମିକ ମାନେ ଚାଲିଚାଲି ନିଜ ଗାଁକୁ ଯାଉଛନ୍ତି

ଗୃହ ବିହିନ ଲୋକ ଏବଂ ଶ୍ରମିକ ମାନେ ବଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ ଖାଦ୍ୟ ଗ୍ରହଣ କରୁଛନ୍ତି

ନିଜ ଗାଁକୁ ଫେରୁଥିବା ବେଳେ ଜଣେ ଶ୍ରମିକ ନିଜ ପିଲାକୁ ଖାଇବାକୁ ଦଉଛନ୍ତି