• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ବଦଳିଯିବ Fair & Lovely ! ନାମ ପରିବର୍ତ୍ତନ ନେଇ ବିଚାର ବିମର୍ଷ କରୁଛି କମ୍ପାନୀ

Debasish MaharanabyDebasish Maharana
July 20, 2020
in Odia, Trending
Fair & Lovely

ନୂଆଦିଲ୍ଲୀ: ଆମେରିକା ସମେତ ସମଗ୍ର ବିଶ୍ୱରେ ଜାତିଗତ ମାନସିକତା ବିରୋଧରେ ଚାଲିଥିବା ଗତିବିଧି ମଧ୍ୟରେ ୟୁନିଲିଭର କମ୍ପାନୀ ‘ଫେୟାର ଆଣ୍ଡ ଲଭଲି’ ର ନାମକୁ ପରିବର୍ତ୍ତନ କରିବାକୁ ଯାଉଛି। ୟୁନିଲିଭର କମ୍ପାନୀ କେବଳ ଫେୟାର ଏବଂ ଲଭଲି ବ୍ରାଣ୍ଡରୁ ଭାରତରେ ବାର୍ଷିକ ୫୦୦ ମିଲିୟନ ଡଲାରରୁ ଅଧିକ ବ୍ୟବସାୟ କରିଥାଏ । ସମଗ୍ର ବିଶ୍ୱରେ କୃଷ୍ଣକାୟଙ୍କ ପ୍ରତି ଭେଦଭାବକୁ ନେଇ ଦେଖା ଦେଇଥିବା ବିବାଦ ମଧ୍ୟରେ ଧଳା ରଙ୍ଗକୁ ପ୍ରୋତ୍ସାହିତ କରୁଥିବା କ୍ରିମ୍ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି କମ୍ପାନୀ ।

ୟୁନିଲିଭର କମ୍ପାନୀ କହିଛି ଯେ ବ୍ରାଣ୍ଡର ପ୍ୟାକେଜିଂରୁ ଫେୟାର, ହ୍ୱାଇଟିଂ ଏବଂ ଲାଇଟିଙ୍ଗ ଭଳି ଶବ୍ଦକୁ ହଟାଇବ। ଏହା ସହିତ ସମସ୍ତ ରଙ୍ଗର ମହିଳାମାନଙ୍କୁ ବିଜ୍ଞାପନ ଏବଂ ପ୍ରୋତ୍ସାହନ ସାମଗ୍ରୀରେ ସ୍ଥାନ ଦିଆଯିବ । ଭାରତ ବ୍ୟତୀତ ଏହି କ୍ରିମ୍ ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ପାକିସ୍ଥାନ ଏବଂ ଏସିଆର ଅନେକ ଦେଶରେ ବିକ୍ରି ହେଉଛି ।

ଯୁକ୍ତରାଷ୍ଟ୍ରରେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରଠାରୁ ସାରା ବିଶ୍ୱରେ ଜାତିଗତ ମାନସିକତା ଉପରେ ବିତର୍କ ଚାଲିଛି। ସବୁ ସ୍ଥାନରେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଭଳି ଗତିବିଧି ଚାଲିଛି । ସେହି ସପ୍ତାହରେ, ଜନସନ ଆଣ୍ଡ ଜନସନ କମ୍ପାନୀ କହିଛନ୍ତି ଯେ ଏହା ଚର୍ମ ଧଳା ବ୍ୟବସାୟରୁ ବାହାରକୁ ଯାଉଛି। ଏଥିରେ ଭାରତରେ କ୍ଲିନ୍ ଆଣ୍ଡ୍ କ୍ଲିୟର ଫେୟାରାନ୍ସ ବ୍ରାଣ୍ଡ ଏବଂ ଏସିଆର ନିଉଟ୍ରୋଜେନା ଫାଇନ୍ ଫେରେନ୍ସ ଲାଇନ୍ ଭଳି ଉତ୍ପାଦ ମଧ୍ୟ ଅନ୍ତର୍ଭୁକ୍ତ ।

ୟୁନିଲିଭର ବିୟୁଟି ଆଣ୍ଡ ପର୍ସନାଲ କେୟାର ଡିଭିଜନର ସଭାପତି ସନ୍ନି ଜେନା କହିଛନ୍ତି, “ଆମେ ବୁଝିପାରୁଛୁ ଯେ ଫେୟାର, ହ୍ୱାଇଟ ଏବଂ ଲାଇଟ୍ ଭଳି ଶବ୍ଦ ସୌନ୍ଦର୍ଯ୍ୟ ଏକପାଖିଆ ସଂଜ୍ଞା ପ୍ରକାଶ କରେ ଯାହା କି ଠିକ୍ ନୁହେଁ। ଆମେ ଏହାକୁ ଉନ୍ନତ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ।”

Tags: Fair & LovelyFair & Lovely BrandFair & Lovely Cream
Previous Post

Trump Nominates Indian-American To Be Judge At Washington Appeals Court

Next Post

ତିରୁପତି ବାଲାଜୀ ଭକ୍ତଙ୍କ ପାଇଁ ଖୁସି ଖବର, ଜୁଲାଇ ୨ ରୁ ଆରମ୍ଭ ହେବ ବିମାନ ସେବା

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
OMC

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Next Post
Tirupati Balaji Temple

ତିରୁପତି ବାଲାଜୀ ଭକ୍ତଙ୍କ ପାଇଁ ଖୁସି ଖବର, ଜୁଲାଇ ୨ ରୁ ଆରମ୍ଭ ହେବ ବିମାନ ସେବା

CBSE To Declare Class 10 & 12 Board Exam Results By Mid July

CBSE To Declare Class 10 & 12 Board Exam Results By Mid July

An Indian Administrative Service (IAS) officer on Friday became the first among the civil servants from outside to get the domicile certificate in Jammu and Kashmir.

J&K Cadre IAS Officer Is First 'Outsider' To Get Domicile Certificate

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist