Trending

ଓଡିଶା ବଜାରରେ କମ୍ ଦାମ୍‌ରେ ମିଳିବ ନାମିଦାମି କମ୍ପାନୀର କାର୍‌





ଆପଣମାନେ କାର କିଣିବା ପାଇଁ ଭାବୁଛନ୍ତି କି ?  ତାହେଲେ ଚିନ୍ତା କରନ୍ତୁ ନାହିଁ । ସ୍ୱଳ୍ପ ଟଙ୍କା ସଂଚୟ କରନ୍ତୁ ଏବଂ ନିଜ ପସନ୍ଦର କାର ଘରକୁ ଆଣନ୍ତୁ ।  ସମସ୍ତେ ଭାବନ୍ତି କାର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ … ନାଁ ଆଜ୍ଞା ଏହା ସମସ୍ତଙ୍କ ପକ୍ଷେ ସମ୍ଭବ । 

ଆପଣମାନେ କୌଣସି ଏକ ଜାଗାକୁ ନିଜ ପରିବାର ସହିତ ଯାତ୍ରା କରିବାକୁ ହେଲେ ଆପଣ ଭାବୁଛନ୍ତି କେମିତି ଯିବେ ? ମନରେ ଗୋଟେ ଡର ବାଇକରେ ନିଜ ପରିବାର ସହ ଗଲେ ଟ୍ରାଫିକ ଧରିବ , ଫାଇନ କଟିବ ଏବଂ ବସ୍‌ରେ କି ଗାଡି ଭଡା କରି ଗଲେ ନିଜର ବହୁମୂଲ୍ୟ ସମୟ ସେଥିରେ ଯିବ । ତାହେଲେ ଆଉ କିଛି ନଭାବି ନିଜ ପରିବାର ପାଇଁ ଆଜି ହିଁ ସୋରୁମ କୁ ଯାଆନ୍ତୁ ଆଉ ନେଇ ଆସନ୍ତୁ ଏକ କାର । 

ଏବେ ବଜାରର ସବୁ ସୋରୁମରେ ମିଳୁଛି ୫ ଲକ୍ଷ ଟଙ୍କାରେ Renault Triber, Maruti Alto, Renault KWID, Maruti S-Press, Maruti Wagon R, Maruti Celerio, Hyundai Santro, Tata Tiago, Maruti Alto K10 ଏହି ସବୁ କମ୍ପାନୀର ନୂଆ ମଡଲେ କାର ।

Renault Triber (Rs. 4.95 – 7.00 lakh)

Renault KWID (Rs. 2.83 – 4.92 lakh)

Maruti S-Presso (Rs. 3.69 – 4.91 lakh)

Maruti Wagon R (Rs. 4.42 – 5.91 lakh)

Hyundai Santro (Rs. 4.57 – 5.98 lakh)

Tata Tiago (Rs. 4.55 – 6.97 lakh)

Maruti Celerio (Rs. 4.26 – 5.43 lakh)

Maruti Alto K10 (Rs. 3.61 – 4.40 lakh)


Tags

Related Articles

Back to top button
Close