ଭୁବନେଶ୍ୱର: ବହୁ ସମସ୍ୟା ରେ ବିତୁଛି ଲୋକଙ୍କ ଜୀବନ l ଚିନ୍ତା ଚେତନାର ବିଷୟ ପାଲଟିଛି କୋରନା l ଆମେ ସେହି ଲୋକଙ୍କ କଥା କହୁଛୁ ଯେଉଁ ଲୋକଙ୍କ ପାଖରେ ନାହିଁ ମୋବଇଲ l କଣ ଘଟୁଛି ;ସରକାର କଣ ନିର୍ଦେଶ ନାମା ଜାରି କରୁଛନ୍ତି କିଛି ଜଣା ନାହିଁ l
କାହାର ମୋବଇଲ ଖରାପ ତ ବର୍ଷା ହେତୁ ଲାଇନ ନଥିବାରୁ କାହା ମୋବଇଲ ରେ ଚାର୍ଜ ନାହିଁ l କେମିତି କଟୁଥିବ ସେମାନଙ୍କ ଦିନ ? କଣ କରୁଥିବେ ସେମାନେ ? ଆଉ କିଏ ଅନଲାଇନ ରେ ଅଡ଼ର କରି ଅନାଇଛି ଜିନିଷକୁ l କେତେ ବେଳେ ପହଂଚିବ ତାପାଖରେ ଜିନିଷ l ମନ ଭିତରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ l ନା କେନସଲ କରି ହଉଛି ନା ପାଖକୁ ଆସୁଛି ଜିନିଷ l
ପୁଣି କୋରନା ଭୟ ଡର ଲାଗୁଛି ବାହାରୁ ଜିନିଷ ଆସିଲେ କୁଆଡେ କିଛି ହେଇଯିବକି l ଆଉ କିଏ ଅପେକ୍ଷା କରିଛି କେବେ ଖୋଲିବ ଦୋକାନ ଘରେ କିଛି ଜିନିଷ ସରି ଯାଇଛି l ଦୋକନ ଖୋଲିଲେ କିଛି ଜିନିଷ ଘରକୁ ଆସିବ l ଏ ସମସ୍ତ ପ୍ରଶ୍ନର ଉତର ମିଳିବ ସେହି ମେ ୩ ତାରିଖରେ l କଣ ହେବ ଗାଇଡ଼ଲାଇନ ? କଣ ନେର୍ଦେଶ ଦେବେ ସରକାର ? କେଉଁ କେଉଁ ଦୋକନ ଖୋଲିବାକୁ ନିର୍ଦେଶ ଦେବେ ସରକାର ? ଲୋକ ମାନଙ୍କୁ କେବେ ମିଳିବ କୋରନା ଠାରୁ ମୁକ୍ତି ପୂର୍ବ ଭଳି ଲୋକେ ଭଲରେ ଚଳିବେ ସତରେ କେବେ ଆସିବ ସେହି ଦିନ ?