Trending

ଓଡିଶାରେ ଏବେ କମ ଦାମ୍‌ରେ କିଣନ୍ତୁ Harley-Davidson





ଭୁବନେଶ୍ୱର:  Harley Davidson ବାଇକ କିଣିବାକୁ ଚାହୁଁଛନ୍ତି କି? ତେବେ ଆମେ ଆପଣଙ୍କୁ କହିବୁ ଏହି କମ୍ପାନୀର କେଉଁ ମଡେଲର ଦାମ କେତେ । ସମସ୍ତେ ବାଇକ ଚଲେଇବାକୁ ଭଲପାନ୍ତି । ତେବେ କେହି କେହି ବାଇକର ଦାମ ଶୁଣିକି ନିଜ ଆଶାକୁ ମନ ଭିତରେ ମାରି ଦିଅନ୍ତି । ତେବେ ଆଉ ଭୟ କରିବାର ନାହିଁ । ଏବେ ବଜାରକୁ Harley Davidson ର ବିଭିନ୍ନ ମଡେଲ ଉପଲବ୍ଧ ହେଲାଣି । ଏହା ପୁଣି କମ୍ ଦାମ ରୁ ଆରମ୍ଭ କରି ଅଧିକ ଦାମ ପର୍ଯ୍ୟନ୍ତ ଉପଳବ୍ଧ ହେଲାଣି । 

ଭାରତରେ Harley Davidson ବାଇକର ଆରମ୍ଭ ମୂଲ୍ୟ ହେଉଛି ୫ଲକ୍ଷ ୩୩ ହଜାର ଟଙ୍କା । କମ୍ପାନୀ Harley Davidson Street 750 ର ମୂଲ୍ୟ ୫ଲକ୍ଷ ୩୩ ହଜାର ଟଙ୍କା ରଖିଛି । ଏହି ମଡେଲଟି ହେଉଛି ସବୁଠାରୁ ଶସ୍ତା ମଡେଲ । ଏହି କମ୍ପାନୀର ସବୁଠାରୁ ଅଧିକ ଦାମର ମଡେଲଟି ହେଉଛି Harley Davidson CVO Limited ଜାହାର ମୂଲ୍ୟ ୫୦ ହଜାର ୫୩ ଲକ୍ଷ ଟଙ୍କା ରହିଛି । 

Harley Davidson Fat Bob (14.69 Lakh)


Harley Davidson Fat Boy (18.19 Lakh)

Harley Davidson Forty Eight (10.58 Lakh)

Harley Davidson Iron 883 (9.23 Lakh)

Harley Davidson Street 750 (5.33 Lakh – 5.47 Lakh)

Harley Davidson Street Bob (12.68 Lakh)

Harley Davidson Street Glide Special (30.53 Lakh) 

     

Harley Davidson Road King (25.53 Lakh)  

      


Tags

Related Articles

Back to top button
Close