• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଇଦରେ ପ୍ରଶଂସକଙ୍କୁ ଉପହାର ଦେଲେ ଭାଇଜାନ, ରିଲିଜ ହେଲା ‘ଭାଇ ଭାଇ’

OMMCOM NEWSbyOMMCOM NEWS
August 29, 2020
in Odia, Trending

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରତ୍ୟେକ ଥର ଇଦ୍‌ରେ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନାଭାଇରସ୍ କାରଣରୁ ସମଗ୍ର ବିଶ୍ୱ ସଙ୍କଟରେ ପଡିଛି ଏବଂ ଭାରତରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଦେଶରେ ମେ ୩୧  ପର୍ଯ୍ୟନ୍ତ ଲକ ଡାଉନ୍ ଜାରି ରହିଛି। ଆଉ ଏସବୁ ମଧ୍ୟରେ ସଲମାନ   ଫିଲ୍ମ  ନୁହେଁ ବରଂ ଗୀତ ମାଧ୍ୟମରେ ପ୍ରଶଂସକମାନଙ୍କୁ  ଇଦ୍ ଉପହାର ଦେଇଛନ୍ତି ।

ଇଦ୍ 2020 ରେ ମୁକ୍ତିଲାଭ କରିଛି ସଲମାନ ଖାନଙ୍କ ନୂଆ ଗୀତ ‘ଭାଇ ଭାଇ ‘ । ଏହି ଗୀତରେ ଅଭିନେତା ନିଜର ସ୍ୱର ଦେଇଛନ୍ତି । ଏହି ଗୀତକୁ ଏପର୍ଯ୍ୟନ୍ତ ୩୯  ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

ସଲମାନ ଖାନଙ୍କ ଏହି ନୂତନ ଗୀତକୁ ପ୍ରଶଂସକମାନେ ବେଶ  ଉପଭୋଗ କରୁଛନ୍ତି ଏବଂ ଲୋକମାନେ ଅଭିନେତାଙ୍କ ଗୀତକୁ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ  ଲକଡାଉନ୍ ସମୟରେ ସଲମାନ ଖାନଙ୍କ ଦୁଇଟି ଗୀତ ମୁକ୍ତିଲାଭ କରିଛି। ଏଥିମଧ୍ୟରୁ ଗୋଟିଏ ହେଉଛି  ‘ତେରେ ବିନା ‘ ଓ ଅନ୍ୟଟି ହେଉଛି ‘ଭାଇ ଭାଇ ‘।

Tags: Bhai BhaiEidSalman Khan
Previous Post

CISF Reports 20 New Covid Cases In 24 Hours; Maximum At IGI

Next Post

COVID-19: Odisha Govt Waives User Charges For Use Of Public Toilets

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
OMC

ଘରେ ରହି କାମ କରୁଥିବା କର୍ମଚାରୀଙ୍କ ପାଇଁ ଜିଓ ଓ ଏୟାରଟେଲରର ଦମଦାର ଅଫର , ଜାଣନ୍ତୁ କାହାର ପ୍ଲାନ ବେଷ୍ଟ

AirAsia Flight Makes Emergency Landing At Hyderabad Airport

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist