• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ସରପଞ୍ଚ କଲେ କିଛି ଏମିତି କାମ ଯେ, ଶେଷରେ ନବୀନ ନିବାସରୁ ଆସିଲା ଡାକରା

OMMCOM NEWSbyOMMCOM NEWS
August 28, 2020
in Odia, Trending

ଭୁବନେଶ୍ୱର: ସରପଞ୍ଚ ହେବ ତ ଏମିତି l କୋରନା ମହାମାରୀରେ ସରକାରଙ୍କର ସମସ୍ତ ନିର୍ଦେଶକୁ ମାନି ବାହାରୁ ଆସିଥିବା ପ୍ରବାସୀ ମାନଙ୍କୁ ଠିକ ଭାବରେ ସେବା ପ୍ରଦାନ କରି ସମ୍ମାନର ଶ୍ରେୟ ସାଉଁଟିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପଦ୍ମାଳୟା ଧଳ ।

ଗୋବିନ୍ଦପୁର ଗୋଦାବରୀଶ ବିଦ୍ୟାପୀଠର ୩୯ ଅନ୍ତେବାସୀଙ୍କ ଭାବ ବିହ୍ବଳିତ ଘର ବାହୁଡାର ଖବର  ପ୍ରସାରିତ ହେବା ପରେ ପ୍ରଶଂସା ଅଜାଡି ହୋଇପଡିଛି ସରପଞ୍ଚ ପଦ୍ମାଳୟା ଧଳଙ୍କ ଉପରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସରପଞ୍ଚଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ପଦ୍ମାଳୟାଙ୍କ ସହିତ କଥା ହୋଇ କରୋନା ମୁକାବିଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମନଖୋଲା ପ୍ରଶଂସା କରିବା ସହିତ ଫାଇଭ ଟି ସଚିବ ଭିକେ ପାଣ୍ଡିୟାନ କଥା ହେବେ ବୋଲି କହିଥିଲେ ।

ଏହାପରେ ଭିକେ ପାଣ୍ଡିୟାନ ସରପଞ୍ଚ ପଦ୍ମାଳୟାଙ୍କ ସହିତ ୧୫ ମିନିଟ ଧରି ବାର୍ତ୍ତାଳାପରେ ସରପଞ୍ଚଙ୍କ ଦାୟିତ୍ୱ ଠିକ୍ ଭାବରେ ସମ୍ପାଦନ କରିଥିବାରୁ ତାଙ୍କୁ ପ୍ରଶଂସା କରିଥିଲେ । ନବୀନ ନିବାସ ଯିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ଭିକେ ପାଣ୍ଡିୟାନ । ସମୟ ମିଳିଲେ କେବେ ଗୋବିନ୍ଦପୁର ପଞ୍ଚାୟତ ଗସ୍ତ କରିବେ ବୋଲି ଶ୍ରୀ ପାଣ୍ଡିୟାନ କହିଥିଲେ ବୋଲି ପଦ୍ମାଳୟା ପ୍ରକାଶ କରିଛନ୍ତି । ଏହି ସରପଞ୍ଚଙ୍କ ପାଖରୁ ଅନ୍ୟମାନେ କିଛି ଶିଖିବା ଦରକାର ବୋଲି କହିଛନ୍ତି ସାଧାରଣ ଲୋକେ l

Tags: Naveen NivasNaveen PatnaikSarpanch
Previous Post

Cyclone Nisarga’s Maha Landfall Full Of Fury

Next Post

Odisha: 2 Killed, 40 Injured As Overloaded Mini-Truck Turns Turtle In Koraput

Related Posts

Odisha

Odisha College’s Fake Valentine Day Notice Asking Girls To Have Boyfriends Goes Viral

January 24, 2023
Odisha

Celebrity Marital Discord: Humane, Shriya Attend Counselling At Cuttack Mahila PS

January 19, 2023
Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
agri
OMC
DMF SCHOLARSHIP-2023

ଏହି କାରଣରୁ ପ୍ଲେ ଷ୍ଟୋରରୁ ଟିକଟକ କୁ ଟକ୍କର ଦେଉଥିବା ମିତ୍ରୋଂ ଆପକୁ ହଟେଇଲା ଗୁଗୁଲ୍

Locust Swarm 500 Km Away From Odisha

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist