OdiaTrending

ରାସ୍ତା କଡରେ ଜଙ୍ଗଲୀ ଭାଲୁ କଲା କିଛି ଏମିତି, ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ





ନୂଆଦିଲ୍ଲୀ: ଜଙ୍ଗଲୀ ଭାଲୁର ମଜାଳିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ମଧ୍ୟ ହସି ସହି ଗଡିବେ । ଗୋଟିଏ  ଭାଲୁ ରାସ୍ତା କଡରେ ଥିବା ଗୋଟିଏ ପୋଲକୁ ଧରି ତଳ ଉପର ହେଉଥିଲା । କିନ୍ତୁ ଲୋକମାନେ ଏହାକୁ ଭାଲୁର ପୋଲ ନୃତ୍ୟ ବୋଲି କହିଥିଲେ। ଭାରତୀୟ ବନ ସେବା ଅଧିକାରୀ ସୁଧା ରମଣଙ୍କ ଦ୍ୱାରା ସେୟାର କରାଯାଇଛି ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । 

ଭିଡିଓ ସେୟାର କରି ସୁଧା ରମଣ ଲେଖିଛନ୍ତି, ‘ଆପଣ କେବେ ଭାଲୁର ପୋଲ ଡ୍ୟାନ୍ସ ଦେଖିଛନ୍ତି କି? କିନ୍ତୁ ଏହା ଏକ ନୃତ୍ୟ ଭିଡିଓ ନୁହେଁ । ପୁରୁଷ ଭାଲୁମାନେ ସାଧାରଣତ ସେମାନଙ୍କର ଗନ୍ଧ ମୁକ୍ତ କରିବାକୁ ଗଛ ଏବଂ ପୋଲ ଉପରେ ଏଭଳି କରିଥାନ୍ତି ।

ସେମାନଙ୍କ ଅଞ୍ଚଳକୁ ଚିହ୍ନିତ କରିବା ପଶୁ ମାନଙ୍କର ଏହା ଏକ ଅଭ୍ୟାସ । ତେବେ ଏହି ଭିଡିଓକୁ ମେ ୩୧  ରେ ସେୟାର କରିଛନ୍ତି, ଯାହାକୁ  ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଭ୍ୟୁ ରହିଛି। ଆହୁରି ମଧ୍ୟ, ୪୦୦ ରୁ ଅଧିକ ଲାଇକ୍ ଏବଂ ୭୦ ରୁ ଅଧିକ ରି-ଟ୍ୱିଟ୍ କରାଯାଇଛି ।


Tags

Related Articles

Back to top button
Close