ଖୁବ ଶୀଘ୍ର ଭାରତୀୟ ବଜାରରେ ନଜର ଆସିବ ହୁଣ୍ଡାଇର ୭ ସିଟ୍ ର କ୍ରେଟା, ଏ ସବୁ ଗାଡିକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ହୁଣ୍ଡାଇ କ୍ରେଟା ହେଉଛି କମ୍ପାନୀର ସବୁଠାରୁ ଲୋକପ୍ରିୟ କାର ମଧ୍ୟରୁ ଅନ୍ୟତମ l ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି କାରର ୭ ସିଟ୍ ସଂସ୍କରଣକୁ...

Read more

ଗାଧେଇବା ହେଲା କାଳ, ଜଳାଶୟରୁ ନାବାଳକକୁ ଟାଣିନେଲା ଜଳ ରାକ୍ଷାସ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ସ୍କୁଲ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର । ଶନିବାର ମଧ୍ୟାହ୍ନରେ ଚିତ୍ରକୋଣ୍ଡା ଝୋଲାଗୁଡା ଅପରେଟ କଲୋନୀର କୈଳାସ ମାଝୀ ଓ ଅଜୟ...

Read more

ସୋସିଆଲ ମିଡିଆରେ ସଲମାନ ଖାନ ସେୟାର କଲେ ଭିଡିଓ ଆଉ ଫଟୋ, ରାଗିଗଲେ ପ୍ରଶଂସକ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି l ଲଗାତାର ଲୋକମାନେ ସଲମାନଙ୍କୁ ପ୍ରଶ୍ନ କରୁଥିଲେ...

Read more

ଜୁଲାଇରେ ଲଞ୍ଚ ହେବ Nissan ର ଦମଦାର ଇଲେକ୍ଟ୍ରି SUV, ଗୋଟିଏ ଚାର୍ଜରେ ଗଡିବ 480 km

ନୂଆଦିଲ୍ଲୀ: ଜାପାନର ଅଟୋମୋବାଇଲ ନିର୍ମାତା ନିସାନ ଏହାର ନୂତନ electric ଏସୟୁଭି ନିସାନ ଆରିଆର ଟିଜର ରିଲିଜ କରିଛି l ଏହାର ଟିଜର ସହିତ କମ୍ପାନୀ ଏହାର...

Read more

କରୋନାରେ ମୃତ୍ୟୁ ବରଣ କରିଥିବା ମୃତ ଦେହକୁ ଜେସିବିରେ ଶ୍ମଶାନ ନେଲେ ମ୍ୟୁନିସିପାଲିଟି ଅଧିକାରୀ, ରାଗିଗଲେ ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶ: ମରିଗଲା ମଣିଷ ପଣିଆ ,ହଜିଗଲା ମାନବିକତା । ଯାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ । କରୋନାରେ ଦୁଇ ଜଣଙ୍କ ମୃତ୍ୟୁ...

Read more

ଟିକଟକ୍ ଷ୍ଟାର ନିଶା ଗୁରାଗେନଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ ବୟଫ୍ରେଣ୍ଡ ସହ ନିଶାଙ୍କ ସେଇ ଭିଡିଓ

ନୂଆଦିଲ୍ଲୀ: ଟିକଟକ୍ ଆପର ଲୋକପ୍ରିୟତା ଏବଂ ଏହାର ଟ୍ରେଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି l ଅନେକଙ୍କୁ ରାତାରାତି ଷ୍ଟାର ମଧ୍ୟ୍ୟ ବନେଇ ଦେଇଛି ଏହି ଟିକଟକ୍...

Read more

ଜୁଲାଇରେ ଉର୍ବଶୀ ରାଉତେଲା ଅଭିନୀତ ‘ଭର୍ଜିନ୍ ଭାନୁପ୍ରିୟା’ ର ହେବ ରିଲିଜ୍

ମୁମ୍ବାଇ: ଉର୍ବଶୀ ରାଉତେଲା ଅଭିନୀତ 'ଭର୍ଜିନ୍ ଭାନୁପ୍ରିୟା'ର ରିଲିଜ୍ ତାରିଖ ନିଶ୍ଚିତ ହୋଇଛି । ବଡ ପରଦା ବଦଳରେ ଫିଲ୍ମ ଜୁଲାଇ ୧୬ ରେ ସିଧାସଳଖ OTT...

Read more

ମାଗଣା WiFi ଲାଳସା ଖାଲି କରିପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ , ସତର୍କ କରାଇଲା RBI

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରକାରର ଅନଲାଇନ୍ ଠକେଇର ଶିକାର ହେଉଛନ୍ତି ଲୋକେ । ଇମେଲ କିମ୍ବା ଫୋନ୍ କଲ ମାଧ୍ୟମରେ ଲୋକଙ୍କ ସହିତ ଠକେଇ...

Read more

ମରିଗଲା ମଣିଷ ପଣିଆ : ଛେଳି ପାଇଁ ୪୦ ରୁ ଉର୍ଦ୍ଧ କୁକୁରକୁ ହତ୍ୟା, ଥାନାର ଦ୍ୱାରସ୍ତ ହେଲେ ସରପଞ୍ଚ

କଟକ: ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅନେକ ଆଇନ ଏବଂ ଯୋଜନା କରିଛନ୍ତି ସରକାର କିନ୍ତୁ ଏସବୁକୁ ମାନୁଛି କିଏ ? ନିଜର ଭୁଲ ପାଇଁ ନିରୀହ...

Read more

ଟଙ୍କା ପାଇଁ ଚିନ୍ତିତ ହୁଅନ୍ତୁ ନାହିଁ, ପ୍ରତିଦିନ ୪୮ ଟଙ୍କା ବିନିଯୋଗ କରି ପାଆନ୍ତୁ ୧ କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସମସ୍ତେ ଟଙ୍କା ପାଇଁ ଚିନ୍ତିତ ଅଛନ୍ତି । ଅନେକେ ଲୋକଙ୍କ ମନରେ ଆସେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର...

Read more
OUPP
TPCODL
OMC

Welcome Back!

Login to your account below

Retrieve your password

Please enter your username or email address to reset your password.

Add New Playlist