• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

କାର୍ କିଣିବା ସ୍ବପ୍ନ ହେବ ସାକାର, ମାତ୍ର ୧୮ ହଜାର ଦେଇ ଘରକୁ ନେଇଯାଆନ୍ତୁ ଏହି କାର୍

OMMCOM NEWSbyOMMCOM NEWS
February 10, 2022
in Odia, Uncategorized

ଭୁବନେଶ୍ୱର : ଯଦି ଆପଣ ଶସ୍ତାରେ ଗୋଟିଏ କାର୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଏହି କାରଗୁଡିକର ମୂଲ୍ୟ ମାତ୍ର ୧୮ ହଜାର ଟଙ୍କାରୁ ଆରମ୍ଭ । ମାରୁତି ସୁଜୁକି ଟ୍ରୁ ଭାଲ୍ୟୁର ୱେବସାଇଟ କୁ ଯାଇ ଆପଣ ମଧ୍ୟ ଚେକ କରିପାରିବେ ।

Maruti Suzuki Zen VX
ଏହି କାର ୧୮ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ୨୦୦୧ ମଡେଲ୍ ର ଏହି କାର୍ ଗୋରଖପୁରର । ଏହି କାରଟି ମୋଟ ୬୮,୨୬୩ କିମି ଚଲାଯାଇଛି । ଏହା ହେଉଛି ପଞ୍ଚମ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ ।

Maruti Suzuki 800 STD
ଏହି କାର ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି । ୧୯୯୫ ମଡେଲ୍ ର ଏହି କାର୍ ହାଇଦ୍ରାବାଦରେ ଅଛି । ଏହା ହେଉଛି ଦ୍ୱିତୀୟ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ।

Maruti Suzuki Alto LX
ଏହି କାର ୩୦ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ୨୦୦୬ ମଡେଲ୍ କାର୍ ଜୁନାଗଡରେ ଅଛି । କାରଟି ସମୁଦାୟ ୧,୨୧,୬୯୩ କିମି ଚଲାଇଛି କିନ୍ତୁ ଏହା ଏକ ତୃତୀୟ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ ।

Maruti Suzuki 800 AC
ଏହି କାର ୩୨ ହଜାର ଟଙ୍କାରେ ବିକ୍ରି ହେଉଛି । ପଲାନପୁର ର ଏହି କାର୍ ଟି ୨୦୦୧ ର ମଡେଲ୍ । କାରଟି ମୋଟ ୯୧,୧୬୮ କିମି ଚଲାଯାଇଛି କିନ୍ତୁ ଏହା ଏକ ତୃତୀୟ ମାଲିକ କାର । ଏଥିରେ ପେଟ୍ରୋଲ ଇଞ୍ଜିନ୍ ସହିତ LPG ର ବିକଳ୍ପ ମଧ୍ୟ ଅଛି ।

 

Tags: Maruti Suzuki 800 ACMaruti Suzuki Alto LXMaruti Suzuki Zen VX
Previous Post

Conduct Of Odisha Class X, XII Exam After Discussion With Stakeholders

Next Post

Punjab Polls: After Rescuing Labourers, Sonu Sood Hits Streets Again

Related Posts

Uncategorized

Fake ‘ED Raid’: Mumbai Jeweller Hoodwinked; Loses Gold, Cash Worth Rs 2 Cr

January 24, 2023
Uncategorized

Professor Arrested For Forwarding Mamata’s Cartoon Discharged From Case After 11 Yrs

January 20, 2023
Odisha

Respite From Biting Cold As Night Temperature Rises In Odisha Districts

January 18, 2023
Odisha

5T Initiative Impact: Odisha DMs Vishal Singh & Chanchal Rana Awarded For Excellence In Governance

January 18, 2023
Uncategorized

Another Strong Quake Jolts Indonesia

January 18, 2023
Odisha

Patia Gang-Rape: Bhubaneswar GRP Arrests Prime Accused

January 18, 2023
OMC

Related Posts

Uncategorized

Fake ‘ED Raid’: Mumbai Jeweller Hoodwinked; Loses Gold, Cash Worth Rs 2 Cr

January 24, 2023
Uncategorized

Professor Arrested For Forwarding Mamata’s Cartoon Discharged From Case After 11 Yrs

January 20, 2023
Odisha

Respite From Biting Cold As Night Temperature Rises In Odisha Districts

January 18, 2023
Odisha

5T Initiative Impact: Odisha DMs Vishal Singh & Chanchal Rana Awarded For Excellence In Governance

January 18, 2023
Uncategorized

Another Strong Quake Jolts Indonesia

January 18, 2023
Odisha

Patia Gang-Rape: Bhubaneswar GRP Arrests Prime Accused

January 18, 2023
Next Post

Punjab Polls: After Rescuing Labourers, Sonu Sood Hits Streets Again

Rainfall Likely Across Odisha Today

Brown Sugar Haul Seized In Odisha, One Held

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist