କାର୍ କିଣିବା ସ୍ବପ୍ନ ହେବ ସାକାର, ମାତ୍ର ୧୮ ହଜାର ଦେଇ ଘରକୁ ନେଇଯାଆନ୍ତୁ ଏହି କାର୍

ଭୁବନେଶ୍ୱର : ଯଦି ଆପଣ ଶସ୍ତାରେ ଗୋଟିଏ କାର୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଏହି କାରଗୁଡିକର ମୂଲ୍ୟ ମାତ୍ର ୧୮ ହଜାର ଟଙ୍କାରୁ ଆରମ୍ଭ । ମାରୁତି ସୁଜୁକି ଟ୍ରୁ ଭାଲ୍ୟୁର ୱେବସାଇଟ କୁ ଯାଇ ଆପଣ ମଧ୍ୟ ଚେକ କରିପାରିବେ ।

Maruti Suzuki Zen VX
ଏହି କାର ୧୮ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ୨୦୦୧ ମଡେଲ୍ ର ଏହି କାର୍ ଗୋରଖପୁରର । ଏହି କାରଟି ମୋଟ ୬୮,୨୬୩ କିମି ଚଲାଯାଇଛି । ଏହା ହେଉଛି ପଞ୍ଚମ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ ।

Maruti Suzuki 800 STD
ଏହି କାର ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି । ୧୯୯୫ ମଡେଲ୍ ର ଏହି କାର୍ ହାଇଦ୍ରାବାଦରେ ଅଛି । ଏହା ହେଉଛି ଦ୍ୱିତୀୟ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ।

Maruti Suzuki Alto LX
ଏହି କାର ୩୦ ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ୨୦୦୬ ମଡେଲ୍ କାର୍ ଜୁନାଗଡରେ ଅଛି । କାରଟି ସମୁଦାୟ ୧,୨୧,୬୯୩ କିମି ଚଲାଇଛି କିନ୍ତୁ ଏହା ଏକ ତୃତୀୟ ମାଲିକ କାର । ଏଥିରେ ଏକ ପେଟ୍ରୋଲ ଇଞ୍ଜିନ୍ ଅଛି, ଯାହା ମାନୁଆଲ୍ ଟ୍ରାନ୍ସମିସନ୍ ଉପରେ କାମ କରେ ।

Maruti Suzuki 800 AC
ଏହି କାର ୩୨ ହଜାର ଟଙ୍କାରେ ବିକ୍ରି ହେଉଛି । ପଲାନପୁର ର ଏହି କାର୍ ଟି ୨୦୦୧ ର ମଡେଲ୍ । କାରଟି ମୋଟ ୯୧,୧୬୮ କିମି ଚଲାଯାଇଛି କିନ୍ତୁ ଏହା ଏକ ତୃତୀୟ ମାଲିକ କାର । ଏଥିରେ ପେଟ୍ରୋଲ ଇଞ୍ଜିନ୍ ସହିତ LPG ର ବିକଳ୍ପ ମଧ୍ୟ ଅଛି ।