Browsing Tag

Asim Riaz

ମଡେଲ ତଥା ଅଭିନେତା ଆସିମଙ୍କ ଉପରକୁ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲେ ଭର୍ତ୍ତି

ନୂଆଦିଲ୍ଲୀ: ବିଗ୍‌ ବସ୍‌ ସିଜିନ୍‌ ୧୩ର ରନର୍ସଅପ୍‌ ରହିଥିବା ମଡେଲ ତଥା ଅଭିନେତା ଆସିମ ରିୟାଜଙ୍କୁ ଜଣେ ବାଇକ୍‌ ଚାଳକ ଧକ୍କା ଦେଇଛନ୍ତି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ନିଜେ ସୂଚନା ଦେଇଛନ୍ତି ଆସିମ। ଇନ୍‌ଷ୍ଟାଗ୍ରାମରେ ଆହତ ଥିବା ଫଟୋ ଏବଂ ଭିଡିଓ ଶେୟାର…